ଆଇପିଏଲ୍ରେ ବ୍ୟସ୍ତତା ସତ୍ତ୍ବେ ବିରାଟ କୋହଲି ଏବଂ ତାଙ୍କ ବଲିଉଡ୍ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ମିଳିତ ନୃତ୍ୟ ସୋମବାର ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ରବିବାର ରାତିରେ ଆର୍ସିବି ୭ ରନ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିବା ପରେ ଏହି ଭିଡିଓ ପ୍ରସାରିତ ହୋଇଥିଲା। ଉଭୟ ବିରାଟ ଓ ଅନୁଷ୍କା କିଛି ସମୟ ପାଇଁ ଏକ ପଞ୍ଜାବୀ ନୃତ୍ୟରେ ନାଚିବାର ଏଥିରେ ଦେଖିବାକୁ ମିଳିଛି।
ବିରୁଷ୍କା ନୃତ୍ୟ ଭାଇରାଲ୍
/sambad/media/post_attachments/wp-content/uploads/2023/04/viruska-dance.jpg)