କଟକ: ଚେନ୍ନାଇରେ ଆସନ୍ତା ୧୩ ତାରିଖରୁ ମହିଳା ଟେ୍ଵଣ୍ଟି-୨୦ ପ୍ଲେଟ୍ ଗ୍ରୁପ୍ ସି’ର ମ୍ୟାଚ ଆରମ୍ଭ ହେବ। ଏଥିପାଇଁ ମଧୁସ୍ମିତା ବେହେରାଙ୍କ ନେତୃତ୍ୱରେ ୧୫ଜଣିଆ ଓଡ଼ିଶା ଦଳର ଘୋଷଣା କରାଯାଇଛି। ଏହି ଗ୍ରୁପ୍ରେ ଓଡ଼ିଶା ସିହତ ପଞ୍ଜାବ, ଜାମ୍ମୁ କାଶ୍ମୀର, ତ୍ରିପୁରା, ଛତିଶଗଡ଼, ତାମିଲନାଡ଼ୁ ସ୍ଥାନ ପାଇଛନ୍ତି। ୧୩ ତାରିଖରେ ପ୍ରଥମ ମ୍ୟାଚରେ ପଞ୍ଜାବ, ୧୪ରେ ଜମ୍ମୁ କାଶ୍ମୀର, ୧୫ରେ ତ୍ରିପୁରା, ୧୬ରେ ଛତିଶଗଡ଼ ଓ ୧୭ରେ ତାମିଲନାଡୁ ବିପକ୍ଷରେ ଓଡ଼ିଶା ମ୍ୟାଚ ଖେଳିବ।
ଓଡ଼ିଶା ଦଳ: ମଧୁସ୍ମିତା ବେହେରା, ସରିତା ମେହେର୍, ମାଧୁରୀ ମେହେଟ୍ଟା, କାଦମ୍ବିନୀ ମହାକୁଡ଼, ରସନାରା ପରଓ୍ଵିନ୍, ପ୍ରଜ୍ଞାପାରମିତା ମହାନ୍ତି, ସୁଶ୍ରୀ ଦିବ୍ୟଦର୍ଶିନୀ, ସୁଜାତା ମଲ୍ଲିକ, ରାଜଶ୍ରୀ ସ୍ୱାଇଁ, ବନଲତା ମଲ୍ଲିକ, ବନଲତା ମଲ୍ଲିକ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ଅଞ୍ଚଳି ସିଂହ, ଡି.ଜାନକୀ ରେଡ୍ଡୀ, ରୀମାଲକ୍ଷ୍ମୀ ଏକ୍କା, ସୁମିତ୍ରା ସାହୁ।
ମହିଳା ଟେ୍ଵଣ୍ଟି-୨୦ ପାଇଁ ଓଡ଼ିଶା ଦଳ
/sambad/media/post_attachments/wp-content/uploads/2018/01/cricket-1-4.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)