ନୂଆପଡ଼ା: ସର୍ବଭାରତୀୟ ୱାଇଏମ୍ସି କପ୍ କ୍ରିକେଟ ପ୍ରତିଯୋଗିତାରେ କଟକର ୟୁନିୟନ ସ୍ପୋର୍ଟିଂ ୧୩୭ ରନ୍ରେ ଭୁବନେଶ୍ବରର କ୍ରାଉନ୍ ସ୍ପୋର୍ଟିଂକୁ ପରାସ୍ତ କରିଛି। କଟକ ଦଳ ୩୫ ଓଭରରେ ୨୯୦ ରନ୍ କରିଥିଲା ବେଳେ କ୍ରାଉନ୍ ଦଳ ୨୬.୪ ଓଭରରେ ସମସ୍ତ ୱିକେଟ ହରାଇ ୧୫୩ ରନ୍ କରିଥିଲା।

ପୂର୍ବବର୍ତ୍ତୀ ଖବର