ବୁଏନ୍ସ ଏୟାର୍ସ (ଆର୍ଜେଣ୍ଟିନା): ଚଳିତ ଯୁବ ଅଲିମ୍ପିକ୍ସରେ ଭାରତର ପଦକ ଖାତାରେ ସୋମବାର ଆଉ ଏକ ରୌପ୍ୟ ଯୋଡ଼ି ହୋଇଛି। ଧାବକ ସୂରଜ ପନୱାର ପୁରୁଷ ୫୦୦୦ ମିଟର ଚାଲିରେ ଦ୍ବିତୀୟ ସ୍ଥାନରେ ରହି ଭାରତକୁ ଏହି ପଦକ ଭେଟି ଦେଇଥିଲେ। ଏହି ପଦକ ସହ ଭାରତ ୩ କାଂସ୍ୟ ଓ ୮ ରୌପ୍ୟ ସହ ୧୧ ପଦକ ପାଇ ତାଲିକାରେ ଦ୍ବାଦଶ ସ୍ଥାନରେ ରହିଛି। ପ୍ରଥମ ଷ୍ଟେଜ୍କୁ ୨୦:୨୩.୩୦ ଓ ଦ୍ବିତୀୟ ଷ୍ଟେଜ୍କୁ ୨୦:୩୫.୮୭ ମୋଟ ଉପରେ ୪୦:୫୯.୧୭ ମିନିଟ୍ ସମୟ ନେଇ ରେସ୍ ଶେଷ କରିଥିଲେ।
ଯୁବ ଅଲିମ୍ପିକ୍ସ: ପନୱାରଙ୍କୁ ରୌପ୍ୟ
/sambad/media/post_attachments/wp-content/uploads/2018/10/3-Panwar-wins-silver-in-mens-5000m-race-walk-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)