ଭୁବନେଶ୍ୱର: ଧାନବାଦରେ ଖେଳାଯିବାକୁ ଥିବା ପୂର୍ବାଞ୍ଚଳ ବିନୁ ମଙ୍କଡ଼ ଟ୍ରଫି ଏକଦିବସୀୟ ପ୍ରତିଯୋଗିତା ଲାଗି ଓଡ଼ିଶା ୧୯ ବର୍ଷରୁ କମ୍ ଦଳ ଗୁରୁବାର ଘୋଷିତ ହୋଇଛି। ସ୍ୱସ୍ତିକ ସାମଲଙ୍କୁ ପୁଣି ଅଧିନାୟକ କରାଯାଇଛି। ଓଡ଼ିଶା ଦଳ: ସ୍ୱସ୍ତିକ ସାମଲ (ଅଧିନାୟକ), ରଘୁନାଥ ମଲ୍ଲ, ଆକାଶ ନାୟକ, ମାନସ ନାୟକ, କୁନାଲ ମଲ୍ଲିକ (ଓ୍ଵିକେଟରକ୍ଷକ), କ୍ଷମାସାଗର ବଳ (ଓ୍ଵିକେଟରକ୍ଷକ), ସୋମେନ ଚାନ୍ଦ, ସୁମନ ଦାସ, ଉମେଶ ଯାଦବ, ରାଜେଶ ମହାନ୍ତି (ଉପ ଅଧିନାୟକ), ଶିବାଶିଷ ସାହୁ, କୃଷ୍ଣ ପଟେଲ୍, ସତ୍ୟକାମ ଭରଦ୍ୱାଜ, ନୀତିଶ ନିରଂଜନ ସାମନ୍ତରାୟ, ତାରିଣୀ ତନୟ ମହାପାତ୍ର। ପ୍ରବଂଧକ: ଅମରେଶ ଦାଶ, ପ୍ରଶିକ୍ଷକ: କୁଳମଣି ପରିଡ଼ା, ଡାକ୍ତର: ସୋମୁ ମଲ୍ଲିକ, ତାଲିମଦାତା: ଜଗତ ରଂଜନ ଦାସ।
ଓଡ଼ିଶା ବିନୁ ମଙ୍କଡ଼ ଦଳ: ସ୍ୱସ୍ତିକ ଅଧିନାୟକ
/sambad/media/post_attachments/wp-content/uploads/2017/10/images-1-2.jpg)