ଚଳିତ ବିଶ୍ୱକପ୍ର ଦ୍ରୁତତମ ଗୋଲ୍ ସ୍କୋର୍ ହୋଇଛି ରବିବାର। କ୍ରୋଏସିଆ ବିପକ୍ଷ ମ୍ୟାଚ୍ରେ ପ୍ରଥମ ମିନିଟ୍ (୫୬ ସେକେଣ୍ଡ୍)ରେ ମାଥିଆସ ଜର୍ଜେନସେନ୍ଙ୍କ ଗୋଲ୍ ବିଶ୍ୱକପ୍ ଇତିହାସର ଦ୍ରୁତତମ ଗୋଲ୍କୁ ମନେ ପକାଇ ଦେଇଛି।
ଦ୍ରୁତତମ ଗୋଲ୍
/sambad/media/post_attachments/wp-content/uploads/2018/07/speed-goal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)