ଘରୋଇ କଳି ନେଲା ଜୀବନ ବିଷ ପିଇଲେ ଦମ୍ପତି

0

ଜମନକିରା/ପଡ଼ିଆବାହାଲ: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗଉଡ଼ପାଲି ଫାଣ୍ଡି କୁଲୁଣ୍ଡି ପଂଚାୟତର ବନମାଳ ଗ୍ରାମର ଏକ ଦମ୍ପତି ବୁଧବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକ ଦମ୍ପତି ହେଲେ ଡିଲେଶ୍ବର ବେହେରା (୫୦) ଓ ତାଙ୍କ ସ୍ତ୍ରୀ ଦୀପାଞ୍ଜଳି ବେହେରା (୪୫)। ଘରୋଇ କଳହକୁ ନେଇ ସେମାନେ କୀଟନାଶକ ପିଇ ଦେଇଥିବା ଚର୍ଚ୍ଚା ହେଉଥିବାବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.