ପୁରୀ : ଚଳିତ ବର୍ଷର ସ୍ନାନଯାତ୍ରାକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଆସି ପାରିବେ ନାହିଁ। ଆଣ୍ଠୁରେ ଅସ୍ତ୍ରୋପଚାର ଯୋଗୁ ସ୍ନାନ ମଣ୍ଡପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ବୋଲି ଗୋବର୍ଦ୍ଧନ ପୀଠ ମୁଖପାତ୍ର ମନୋଜ କୁମାର ରଥ କହିଛନ୍ତି। ଶ୍ରୀ ରଥ କହିଛନ୍ତି, ଜୁଲାଇ ଦୁଇ ତାରିଖରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୁରୀ ପ୍ରତ୍ୟାବର୍ତନ କରି ପାରମ୍ପରିକ ଭାବେ ରଥଯାତ୍ରାରେ ଯୋଗ ଦେବେ। ଶ୍ରୀଗୁଣ୍ଡିଚା ଦିନ ରଥାରୂଢ଼ ଶ୍ରୀଜିଉଙ୍କୁ ରଥରେ ଚଢ଼ି ଶିଷ୍ୟ ସାଧକଙ୍କ ସହ ଦର୍ଶନ ଓ ପୂଜନ କରିବେ।
ସ୍ନାନଯାତ୍ରାକୁ ଆସିବେନି ଶଙ୍କରାଚାର୍ଯ୍ୟ
/sambad/media/post_attachments/wp-content/uploads/2019/06/sankaracharya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)