ଭୁବନେଶ୍ବର: ଆଜି ଭୁବନେଶ୍ବର ୧୩୭ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୧୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ଏବେ ଭୁବନେଶ୍ବରରେ ମୋଟ ସୁସ୍ଥ ସଂଖ୍ୟା ୨୦୬୧ରେ ପହଞ୍ଚିଛି।
ଆଜି ସୁସ୍ଥ ହୋଇଥିବା ୧୧୮ଜଣଙ୍କ ମଧ୍ୟରେ ସମ ହସ୍ପିଟାଲ ନିକଟସ୍ଥ ଶ୍ୟାମପୁରରୁ ଜଣେ, ନୟାପଲ୍ଲୀର ତ୍ରିନାଥ ବସ୍ତିରୁ ୨ଜଣ, ମୈତ୍ରୀ ବିହାରର ଏଲଆଇସି କଲୋନୀରୁ ଜଣେ, ଅନ୍ୟ ଜିଲ୍ଲାରୁ ଆସି ଚିକିତ୍ସିତ ହେଉଥିବା ଜଣେ, ଆଇଆରସି ଭିଲେଜରୁ ଜଣେ, ୟୁନିଟ-୧ରୁ ଜଣେ, ପାତ୍ରପଡ଼ାରୁ ଜଣେ, ଖଣ୍ଡଗିରି ତପୋବନ ବସ୍ତିରୁ ଜଣେ, ଝାରପଡ଼ାରୁ ଜଣେ, ଆଚାର୍ଯ୍ୟ ବିହାରର ବିଶ୍ବାସବାରୀ ବସ୍ତିରୁ ଜଣେ, ୟୁନିଟ୍-୪ ମାଛ ମାର୍କେଟରୁ ୫ଜଣ, ଜୟଦେବ ବିହାରରୁ ଜଣେ, ପଳାଶୁଣୀର ପ୍ରାଚୀ ବିହାରରୁ ଜଣେ, ଚନ୍ଦ୍ରଶେଖରପୁରର ଶୈଳଶ୍ରୀ ବିହାରରୁ ଜଣେ, ସଁପୁର ଭିଲେଜରୁ ଜଣେ, ଗଡ଼ମହାବୀରରୁ ୨ଜଣ, ପାଣ୍ଡ୍ରାରୁ ଜଣେ, ଓଲଡ ଟାଉନର ମହାତାବ ରୋଡରୁ ଜଣେ, ପାଣ୍ଡ୍ରାର ତ୍ରିନାଥ ମନ୍ଦିର ନିକଟରୁ ୪ଜଣ, ନୟାପଲ୍ଲୀର ସୀତାରାମ ବସ୍ତିରୁ ଜଣେ, ବଡଗଡ଼ ଲକ୍ଷ୍ମୀ ବିହାରରୁ ଜଣେ, ରିଜର୍ଭ ପୁଲିସ କଲୋନୀରୁ ଜଣେ, ସହିଦ ନଗରରୁ ଜଣେ, କେନ୍ଦ୍ର ସରକାରଙ୍କ ଦ୍ବାରା ଚାଳିତ ଡାକ୍ତରଖାନାରୁ ଜଣେ, ଚକେଇସିଆଣିରୁ ୨ଜଣ, ନିଳାଦ୍ରି ବିହାରରୁ ଜଣେ, ଝାରପଡ଼ାର ଜଗନ୍ନାଥ ନଗରରୁ ଜଣେ, ରଘୁନାଥ ନଗର ସୁକା ବିହାରରୁ ୩ଜଣ, ନୟାପଲ୍ଲୀର ବେହେରା ସାହିରୁ ଜଣେ, ପାତ୍ରପଡ଼ାର ଏମ୍ସ ନଗରରୁ ଜଣେ, ପଟିଆର ଶ୍ରୀ ବିହାରରୁ ୨ଜଣ, ସୂର୍ଯ୍ୟ ନଗରରୁ ଜଣେ, ଜାଗମରାର ଖଣ୍ଡୁଆ ମଣ୍ଡପ ପଛପଟୁ ଜଣେ, ଭିଏସଏସ ନଗରରୁ ଜଣେ ଏବଂ ମଞ୍ଚଶ୍ବରରୁ ୨ଜଣ ସୁସ୍ଥ ହୋଇଛନ୍ତି।
Update on newly detected & cured #COVID19 cases in the last 24 hrs under the BMC area on 5th Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/CD5vKwhcZH— BMC (@bmcbbsr) August 5, 2020
ସେହିଭଳି ଲକ୍ଷ୍ମୀବିହାରରୁ ଜଣେ, ସହିଦନଗରରୁ ୪ଜଣ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଜଣେ, ମାଳି ସାହିରୁ ଜଣେ, ସାଲିଆ ସାହିର ଜନତା ନଗରରୁ ଜଣେ, ୟୁନିଟ୍-୩ର ମାଲି କଲୋନୀରୁ ୩ଜଣ, ୟୁନିଟ୍-୪ରୁ ଜଣେ, ବଡ଼ଗଡ଼ ବ୍ରିଟ କଲୋନୀରୁ ଜଣେ, ସତ୍ୟନଗରରୁ ଜଣେ, ରସୁଲଗଡ଼ ପାଲମଣ୍ଡପରୁ ୨ଜଣ, ଆଚାର୍ଯ୍ୟ ବିହାରର ବିଶ୍ବାସବାରୀ ବସ୍ତିରୁ ୩ଜଣ, ବାପୁଜୀ ନଗରର ଝରଣା ସାହିରୁ ଜଣେ, ଟଙ୍କପାଣି ରୋଡରୁ ଜଣେ, ଆଇଆରସି ଭିଲେଜରୁ ୨ଜଣ, ପଳାଶୁଣି ପ୍ରାଚୀ ବିହାରରୁ ୨ଜଣ, ନୟାପଲ୍ଲୀରୁ ୪ଜଣ, ଆଇଗିଣିଆର ଆଳୁଗଦିରୁ ଜଣେ, ଓଲଡ ଟାଉନରୁ ୨ଜଣ, ଘରୋଇ ଡାକ୍ତରଖାନାରୁ ୬ଜଣ, ୟୁନିଟ୍-୪ର ଏମଏଲଏ କଲୋନୀରୁ ୭ଜଣ, ୟୁନିଟ୍-୯ର ବାଇଆବାବା ବସ୍ତିରୁ ୧୫ଜଣ ଏବଂ ନୟାପଲ୍ଲୀର ନୂଆସାହିରୁ ୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।