ତାଳସାରୀ ବେଳାଭୂମିରେ ୨ ଡଙ୍ଗା ବୁଡ଼ିଲା

ଚନ୍ଦନେଶ୍ୱର : ତାଳସାରୀ ବେଳାଭୂମିରେ ଦୁଇଟି ଡଙ୍ଗା ବୁଡ଼ି ନଷ୍ଟ ହେବା ସଙ୍ଗେ ସଙ୍ଗେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ସମୁଦ୍ରର ପ୍ରବଳ ସ୍ରୋତରେ ଡଙ୍ଗା ଦୁଇଟି ବୁଡ଼ି ଯାଇଥିଲେ ମଧ୍ୟ ମତ୍ସ୍ୟଜୀବୀମାନେ ବର୍ତ୍ତିଯାଇଥିବା ଜଣାପଡ଼ିଛି। କୃଷ୍ଣନଗର ଗ୍ରାମର ମନ୍ମଥ ଗଙ୍ଗେଇ ଓ ବିନ୍ଧା ପଦ୍ମପୁର ଗ୍ରାମର ଶ୍ରୀଧର ଗଙ୍ଗେଇଙ୍କର ଡଙ୍ଗା ବୁଡ଼ିଯାଇଥିଲା।

ସମ୍ବନ୍ଧିତ ଖବର