ଦୁଇ ଓଡ଼ିଆ ଯବାନଙ୍କୁ ମରଣୋତ୍ତର କୀର୍ତ୍ତିଚକ୍ର ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଓଡ଼ିଆ ଯବାନଙ୍କୁ ମରଣୋତ୍ତର କୀର୍ତ୍ତିଚକ୍ର ସମ୍ମାନ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ଠାରୁ ପ୍ରଦୀପ ପଣ୍ଡାଙ୍କ ପତ୍ନୀ କୀର୍ତ୍ତିଚକ୍ର ସମ୍ମାନ ଗ୍ରହଣ କରିଛନ୍ତି। ସେହିପରି ସିପାହୀ ବିଜୟ କୁମାରଙ୍କୁ ମଧ୍ୟ ମରଣୋତ୍ତର କୀର୍ତ୍ତିଚକ୍ର ସମ୍ମାନ ମିଳିଛି। ପ୍ରଦୀପ ପଣ୍ଡା ଓ ସିପାହୀ ବିଜୟ କୁମାର ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ।

ସମ୍ବନ୍ଧିତ ଖବର