ନବନିର୍ମାଣ ସଂଗଠନର ଓଡ଼ିଶା ବନ୍ଦ ଡାକରାକୁ ମଦମୁକ୍ତି ଯୁବବାହିନୀ ପକ୍ଷରୁ ସମର୍ଥନ

ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତା ୨୧ ତାରିଖରେ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ ମଦମୁକ୍ତି ଯୁବବାହିନୀ ପକ୍ଷରୁ ସମର୍ଥନ କରାଯାଇଛି । ସଂଗଠନ ପକ୍ଷରୁ କୁହାଯାଇଛି, ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିଜ ଅଧିକାର ପାଇଁ ଆନେ୍ଦାଳନ କରିବା ସମସ୍ତଙ୍କର ଅଧିକାର । କିନ୍ତୁ ସରକାର ଯେପରି ଶକ୍ତି ପ୍ରୟୋଗ କରି ଚାଷୀମାନଙ୍କୁ ରାଜଧାନୀକୁ ପ୍ରବେଶ କରାଇ ଦେଉ ନାହାନ୍ତି, ତାହା ଅତ୍ୟନ୍ତ ନିନ୍ଦାଜନକ ଓ ଆମେ ଏହାକୁ ବିରୋଧ କରୁଛୁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର