ପାଣିପଞ୍ଚାୟତ ଅନିୟମିତତାକୁ ନେଇ ଜନସ୍ବାର୍ଥ ମାମଲା, ରାଜ୍ୟ ସରକାରଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ

କଟକ : ପାଣିପଞ୍ଚାୟତରେ ଅନିୟମିତତା ସଂପର୍କରେ ଦାଏର ଜଜନସ୍ବାର୍ଥ ମାମଲାର ବିଚାର କରି  ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ । ଏ ସଂପର୍କରେ ଜବାବ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର