ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ-୨୦୨୨: ଖୋର୍ଦ୍ଧା

କ୍ର. ବ୍ଲକ୍‌, ମୋଟ ପଞ୍ଚାୟତ ସଂଖ୍ୟା, ବିଜୟୀ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ନାମ, ପ୍ରାପ୍ତ ଭୋଟ୍‌ ସଂଖ୍ୟା, କେଉଁ ଦଳର ସମର୍ଥିତ ପ୍ରାର୍ଥୀ

୧. ଖୋର୍ଦ୍ଧା -୨୨, ଶ୍ରୀମୟୀ ପ୍ରିୟଦର୍ଶିନୀ, ନିର୍ଦ୍ବନ୍ଦ୍ବ, ବିଜେଡ଼ି
୨. ବେଗୁନିଆ -୨୧, ଲକ୍ଷ୍ମୀଧର ସୁବୁଦ୍ଧି, ୧୧, ବିଜେଡି
୩. ଚିଲିକା -୧୭, ଜ୍ୟୋସ୍ନାରାଣୀ ବେହେରା, ୧୦, ବିଜେପି
୪. ଟାଙ୍ଗୀ -୨୬, ରିସ୍ନା ମାନ୍ଧାତା, ୧୬, ବିଜେଡି
୫. ବୋଲଗଡ଼- ୧୯, ହୁଲ୍ଲାସ ପ୍ରଧାନ, ନିର୍ଦ୍ବନ୍ଦ୍ବ, ବିଜେଡି
୬. ଜଟଣୀ -୧୫, ଜୟନ୍ତୀ  ଛୋଟରାୟ, ନିର୍ଦ୍ବନ୍ଦ୍ବ, ବିଜେଡି
୭. ବାଣପୁର -୧୭, ଅମରେନ୍ଦ୍ର ରଣସିଂହ, ୧୧, ବିଜେପି

ସମ୍ବନ୍ଧିତ ଖବର