ଭୁବନେଶ୍ବର : ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ୧୦ଜଣ ସହକାରୀ ପ୍ରଫେସର ଯୋଗ ଦେଇଛନ୍ତି। ରାଜ୍ୟ ଲୋକସେବା ଆୟୋଗଙ୍କ ଅନୁମୋଦନକ୍ରମେ ଏହି ଡାକ୍ତରମାନଙ୍କୁ (ଚକ୍ଷୁରୋଗ) ଅସ୍ଥାୟୀଭାବେ ନିଯୁକ୍ତି ଦିଆଯାଇଛି। ଏଥିରେ ସର୍ବାଧିକ ୫ଜଣ ଏସ୍ସିବି ମେଡିକାଲ କଲେଜ, ଏମ୍କେସିଜି ବ୍ରହ୍ମପୁର, ବଲାଙ୍ଗୀର, ପୁରୀ ମେଡିକାଲ କଲେଜରେ ନିଯୁକ୍ତ ହୋଇଛନ୍ତି। ନିଯୁକ୍ତିପତ୍ର ପାଇବାର ୩୦ଦିନ ଭିତରେ ସେମାନଙ୍କୁ କାର୍ଯ୍ୟରେ ଯୋଗ ଦେବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ମେଡିକାଲ କଲେଜରେ ଯୋଗଦେଲେ ୧୦ ସହକାରୀ ପ୍ରଫେସର
/sambad/media/post_attachments/wp-content/uploads/2021/09/doctor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)