୧୦୦ ପୁଲିସ ଅଧିକାରୀ, କର୍ମଚାରୀଙ୍କୁ ମିଳିବ ଡିଜିପି ଡିସ୍କ୍‌; ଅଗଷ୍ଟ ୧୫ରେ ଦିଆଯିବ ପଦକ

କଟକ : ଆସନ୍ତା ସ୍ବାଧୀନତା ଦିବସ ଅବସରରେ ମୋଟ ୧୦୦ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଡିସ୍କ୍ ପ୍ରଦାନ କରାଯିବ। ଆଜି ସେମାନଙ୍କ ନାମ ଚୟନ କରାଯାଇଛି।

ଏହି ପଦକ ପାଇଁ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ବଲାଙ୍ଗୀର ଏସ୍‌.ପି କେ. ନିତନ ଡାଗଡୁ, କଳାହାଣ୍ଡି ଏସ୍‌.ପି ଡକ୍ଟର ଶ୍ରବଣ ବିବେକ ଏମ୍‌, ଏଆଇଜି ପୁଲିସ ଅନୀଲ କୁମାର ପାତ୍ର, କମାଣ୍ଡାଣ୍ଟ ଦୁର୍ବାଶା ନାୟକ, ଅତିରିକ୍ତ ଏସ୍‌ପି ପ୍ରକାଶ କୁମାର ନାୟକ, ଡେପୁଟି କମାଣ୍ଡାଣ୍ଟ୍ ଶ୍ରୀପ୍ରସାଦ ତମାଙ୍ଗ, ନରେଶ କୁମାର ପଟେଲ, ଏସିପି ତାପସ ଚନ୍ଦ୍ର ପ୍ରଧାନ, ଏସ୍‌ଡିପିଓ ଶୁଭେନ୍ଦୁ କୁମାର ସିହ୍ନା, ଡିଏସ୍‌ପି ପାହ୍ୟାର ନରେନ୍ଦ୍ର କୁମାର ବେହେରା, ହିମାଂଶୁ ଭୂଷଣ ବେହେରା, ବିଷ୍ଣୁପ୍ରସାଦ ପତି, ଅବନି କୁମାର ମହାନ୍ତି, ଚିନ୍ତାମଣି ପାତ୍ର, ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ, ସୁଧାଂଶୁ ଶେଖର ପୂଜାରୀ, ସଦାନନ୍ଦ ପାଣି, ରଜନୀକାନ୍ତ ସାମଲ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ୍‌ ଦିଲ୍ଲୀପ କୁମାର ସାହୁ, ସନ୍ତୋଷ କୁମାର ବିଶ୍ବାଳ। ସେହିଭଳି ଇନ୍‌ସପେକ୍ଟର ପାହ୍ୟାର ସୁଚିତ୍ରବିର୍ଯ୍ୟ ଦାସ, ତପନ କୁମାର ନାୟକ, ଗୋକୁଳ ରଂଜନ ଦାସ, ସବ୍ୟସାଚୀ ମଲ୍ଲ, ଅନିରୁଦ୍ଧ ମୁଦୁଲି, ଶାରଦା ପ୍ରସନ୍ନ ପ୍ରଧାନ, ରବୀନ୍ଦ୍ର କୁମାର ବିଶ୍ବାଳ, ସିରିନ୍‌ ଅଖତର, ଉମାକାନ୍ତ ପ୍ରଧାନ, ଅଜୟ ସୁଦର୍ଶନ ବେଜ, ବିମଳ ଚନ୍ଦ୍ର ରାଉତ, ସୁବେଦାର କାଳନ୍ଦୀ ସେଠ, ମାନସ କୁମାର ମହାପାତ୍ର, ଏସ୍‌ଆଇ(ସବ-ଇନସପେକ୍ଟର ପାହ୍ୟା)ର ରାଜକିଶୋର ବେହେରା, ଶ୍ୟାମଲାଲ ଓରାମ, ମନୋରଂଜନ ବିଶି, ସୌମ୍ୟକାନ୍ତ ବଳିୟାରସିଂହ, ରଂଜିତ କୁମାର ମୁନି, ସଂଗ୍ରାମକେଶରୀ ସ୍ବାଇଁ, ପ୍ରକାଶଚନ୍ଦ୍ର ମାଝୀ, ସୁରେଶ ଚନ୍ଦ୍ର ବେହେରା, ମନୋଜ କୁମାର ସାହୁ, ନିରଂଜନ ବେହେରା, ଲକ୍ଷ୍ମୀକାନ୍ତ ନାୟକ, ଡେପୁଟି ସୁବେଦାର ଅନ୍ତର୍ଯ୍ୟାମୀ ସାହୁ, ଏଏସ୍‌ଆଇ ପାହ୍ୟାର ଦିଲ୍ଲୀପ କୁମାର ସିଂହ, ଅଲେଖ କୁମାର ଜେନା, ଲିଙ୍ଗରାଜ ସାହୁ, ପୁରୁଷୋତ୍ତମ ବେ‌ହେରା, କେ‌.କେ. ରେଡି, ବିଶ୍ବନାଥ ମଲ୍ଲିକ, ହାବିଲଦାର ମେଜର ଦେବଦତ୍ତ ଭୁକ୍ତା, ହାବିଲଦାର ପାହ୍ୟାର ଶେଖ ସରିଫ୍‌ଉଦ୍ଦିନ ମିଆନ, ରଂଜିତ ଥାପା, ଜନ୍ମେଜୟ ନାୟକ, କିଶନ ଦର୍ଜୀ, ଚିତ୍ତରଂଜନ ଗଡନାୟକ, ଧବ‌ଳେଶ୍ବର ନାୟକ, ତାପସ କୁମାର ହୋତା, ତୋଫାନ ବେହେରା, କନଷ୍ଟେବଳ ପାହ୍ୟାର ଲିଜିନା ବାରିକ, ଲକ୍ଷ୍ମୀକାନ୍ତ ବରଡା, ଉମାକାନ୍ତ ନାୟକ, ବିଶ୍ବଜିତ କେଶରୀ, ଶିବପ୍ରସାଦ ସାହୁ, ସୁରେନ୍ଦ୍ର କୁମାର ମାଝୀ, ବିଜୟ କୁମାର ସୁନାଶଗଡ, ଅଜୟ କୁମାର ଗନ୍ଥା,ସନମୟ ଖୁରା, ଅର୍ଜୁନ ଗତଣ, ଅଶ୍ବିନୀକାନ୍ତ ସାହୁ, ଦେବେନ୍ଦ୍ର ଖଟୋଇ, ଜୟଦେବ ବେହେରା, ସୁଜିତ କୁମାର ନାୟକ, ହରେକୃଷ୍ଣ ସରାଫ, ଚୈତନ୍ୟ ଦାସ, ସୁବ୍ରତ ପ୍ରଧାନ, କୃଷ୍ଣଚନ୍ଦ୍ର ମହାକୁଡ, ସରୋଜ କୁମାର ସାହୁ, କାର୍ତ୍ତିକ କହଁର, ତପନ କୁମାର ପ୍ରଧାନ, ରାଜୁ ମଦକମି, ଜନ୍ମେଜୟ ବଳ, ପଙ୍କଜ କୁମାର ଗୁଡୁ, ଡ୍ରାଇଭର ଉମାକାନ୍ତ ନାୟକ, କମାଣ୍ଡୋ ମଦନ ନାୟକ, ରବୀନ୍ଦ୍ର ସ, ସିପାହୀ ଯଶୋବନ୍ତ ନାରାୟଣ ମଲ୍ଲିକ, ଆଶିଷ ଅମାତ, ଓଏପିଏଫ୍‌ ଗଣପତି ମାଝୀ, ରାମଚନ୍ଦ୍ର କହଁର, ବେଲାଣସେନ ପ୍ରଧାନ, ଦାମ ପରଜା, ଚନ୍ଦ୍ର ଦୁରୁକା, ଗଣେଶ ନାୟକ, ଗୋକୁଳ କିରଶାଣି, ଦୈତାରୀ ଚପଡି, ତ୍ରିନାଥ ମଡକମି, ଛବିଳ କୁମାର ଶବର ପ୍ରମୁଖଙ୍କୁ ଚୟନ କରାଯାଇଛି।

ସମ୍ବନ୍ଧିତ ଖବର