ଭୁବନେଶ୍ବର: ଏମ୍ସରେ ପଲମୋନାରି ମେଡିସିନ୍ ବିଭାଗରେ ଏ ପର୍ଯ୍ୟନ୍ତ ୧୧ଜଣ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ଗତକାଲି ୧୧ଜଣ ପଜିଟିଭ୍ ହୋଇଥିଲେ ହେଁ ସ୍ବାସ୍ଥ୍ୟ ବିଭାଗ କିମ୍ବା ବିଏମ୍ସି ପକ୍ଷରୁ ଏ ସଂପର୍କରେ ଘୋଷଣା କରାଯାଇ ନାହିଁ। ଅପରପକ୍ଷରେ ଆଜି ମଧ୍ୟ କିଛି ୱାର୍ଡରୁ ପଜିଟିଭ୍ ଚିହ୍ନଟ ହୋଇଥିବା ଚର୍ଚା ହେଉଛି। ତେବେ ଗୋଟିଏ ପରେ ଗୋଟିଏ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରୁ କରୋନା ରୋଗୀ ବାହାରିବା ଅନ୍ୟ ସାଧାରଣ ରୋଗୀ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।
ଏମ୍ସରେ ସମୁଦାୟ ୧୧ ପଜିଟିଭ୍
/sambad/media/post_attachments/wp-content/uploads/2020/07/aiims-bbsr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)