ଭୁବନେଶ୍ବର : ରାଜ୍ୟରେ ଥିବା ୨୮୩୮ ସ୍କୁଲରେ ପ୍ରି-ମାଟ୍ରିକ୍ ସ୍କଲାରସିପ୍ ପାଇଁ ୧୧କୋଟି ୨ଲକ୍ଷ ୫୪ ହଜାର ୬୫୦ ଟଙ୍କା ସରକାର ଅନୁମୋଦିତ କରିଛନ୍ତି। ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ବିଦ୍ୟାର୍ଥୀଙ୍କ ପାଇଁ ଏହି ବୃତ୍ତି ବ୍ୟବସ୍ଥା ରହିଛି। ଏଥିରେ ସୁନ୍ଦରଗଡ଼ର ସର୍ବାଧିକ ୩୨୪ ସ୍କୁଲର ୩୫୧୭, ଗଞ୍ଜାମର ସର୍ବନିମ୍ନ ଗୋଟିଏ ସ୍କୁଲର ୧୭ ଜଣଙ୍କୁ ଦିଆଯିବ।
ପ୍ରି-ମାଟ୍ରିକ ବୃତ୍ତି ୧୧ କୋଟି ଅନୁମୋଦିତ
/sambad/media/post_attachments/wp-content/uploads/2021/04/Scholarship.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)