କଟକ : କଟକରେ ରାଜ୍ୟର ସର୍ବାଧିକ ଡେଙ୍ଗୁ ରୋଗୀ ପ୍ରତ୍ୟେକ ଦିନ ଚିହ୍ନଟ ହେଉଛନ୍ତି। ଆଜି ଏସ୍ସିବିରେ ୧୦ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ପରୀକ୍ଷା ହୋଇଥିବା ୮୧ଟି ରକ୍ତ ନମୁନାରୁ କଟକର ୪, ଯାଜପୁରର ୩, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।
୧୧ଡେଙ୍ଗୁ ରୋଗୀ ଚିହ୍ନଟ
/sambad/media/post_attachments/wp-content/uploads/2018/07/engue.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)