ବ୍ରହ୍ମପୁର : ଗତକାଲି ସଂଧ୍ୟାରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଦଳୀୟ ନେତୃବର୍ଗ ଗୋସାଇଁ ନୂଆଗାଁ ବଡ଼ସାହି ଅଞ୍ଚଳରେ ମା’ କାଳୁଆଙ୍କ ଜୀର୍ଣ୍ଣୋଦ୍ଧାର ଉତ୍ସବରେ ଯୋଗଦେଇଥିଲେ। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗଦେବା କଥା ଶୁଣାଯାଉଛି ବୋଲି ପ୍ରଶ୍ନର ଉତ୍ତରରେ ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ କହିଥିଲେ, କେବଳ ଗୋପାଳପୁର ବିଧାୟକ ନୁହନ୍ତି, ବିଜେଡିର ୧୧୭ ବିଧାୟକଙ୍କ ସହ ସେ କଥା ହେଉଛନ୍ତି। ସେମାନେ ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି ବୋଲି କହିଛନ୍ତି।
ସଂପର୍କରେ ଅଛନ୍ତି ବିଜେଡିର ୧୧୭ ବିଧାୟକ: ମନମୋହନ
/sambad/media/post_attachments/wp-content/uploads/2023/03/manmohan-samal.jpg)