ଯାଜପୁରସଦର : ହିନ୍ଦୀରେ ଲିଖିତ ମହାଭାରତକୁ ଓଡ଼ିଆରେ ଅନୁବାଦ କରି ଚର୍ଚ୍ଚାକୁ ଆସିଛନ୍ତି ଯାଜପୁର ଟାଉନ୍ର ଜଣେ ୧୨ ବର୍ଷର ବାଳକ। ଲକ୍ଡାଉନ୍ ସମୟରେ ଅଯଥା ସମୟ ନଷ୍ଟ ନକରି ସେ ଏଭଳି ଅସମ୍ଭବ ମନେ ହେଉଥିବା କାର୍ଯ୍ୟ କରିଛନ୍ତି। ୨୪୦ ପୃଷ୍ଠାର ଅନୁବାଦ କରି ସେ ଓଡ଼ିଆରେ ଲିପିବଦ୍ଧ କରିଛନ୍ତି। ବଡ଼ଚଣା ବ୍ଲକ୍ ସିହା ପଞ୍ଚାୟତ ଖରମଙ୍ଗି ଗ୍ରାମର ଚନ୍ଦ୍ରକାନ୍ତ ସାହୁ ଓ ଜୟନ୍ତୀ ସାହୁଙ୍କ ପୁଅ ଉଦୟ କୁମାର ସାହୁ ଏହି ଅସାଧ୍ୟ କାର୍ଯ୍ୟ କରିଛନ୍ତି। ସେ ଶ୍ରୀମା ଶ୍ରୀଅରବିନ୍ଦ ନୋଡାଲ ସ୍କୁଲରେ ସପ୍ତମ ଶ୍ରେଣୀର ଛାତ୍ର।
ଲକ୍ଡାଉନ୍ରେ ମହାଭାରତର ଓଡ଼ିଆ ଅନୁବାଦ କଲେ ୧୨ ବର୍ଷର ବାଳକ
/sambad/media/post_attachments/wp-content/uploads/2020/08/CHILD.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)