କଟକ : ରାଜ୍ୟରେ ମେଡିକାଲ ଅଫିସର (ଆସିଷ୍ଟାଣ୍ଟ ସର୍ଜନ) ପଦରେ ନିଯୁକ୍ତି ପାଇଁ ୧୨୦୫ ଜଣ ଯୋଗ୍ୟ ଡାକ୍ତରଙ୍କ ନାମ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ସୁପାରିସ କରାଯାଇଛି। ଫେବ୍ରୁଆରି ୨୦ ତାରିଖରେ ହୋଇଥିବା ପରୀକ୍ଷା ଆଧାରରେ ଏହି ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ଓପିଏସସି ପକ୍ଷରୁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ମଧ୍ୟରେ ୯୯୭ ଜଣ ଅସଂରକ୍ଷିତ ବର୍ଗରେ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୨୦୮ ଜଣ ବିଭିନ୍ନ ସଂରକ୍ଷିତ ବର୍ଗରୁ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି।
୧୨୦୫ ଡାକ୍ତରଙ୍କ ନିଯୁକ୍ତି ପାଇଁ ସୁପାରିସ
/sambad/media/post_attachments/wp-content/uploads/2022/10/homiopathy-doctor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)