ରାମନାଗୁଡା: ରାମନାଗୁଡା ବ୍ଲକ ଶୁଣ୍ଢିଢାମୁଣୀ ପଞ୍ଚାୟତ ଅନ୍ତର୍ଗତ କାଣିପୁଲିସି ଗ୍ରାମରେ ଆଜି ପୂର୍ବାହ୍ନ ପ୍ରାୟ ୧୨ଟା ବେଳେ ହଠାତ୍ ନିଆଁ ଲାଗିବାରୁ ୧୩ଟି ଘର ଜଳିଯାଇଛି। ୧୧ଟି ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଥିବା ବେଳେ ଅନ୍ୟ ଦୁଇଟି ଘର ଆଂଶିକ ପୋଡିଥିବା ଜଣାପଡିଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପ୍ରାୟ ୫୦ଲକ୍ଷରୁ ଊର୍ଧ୍ୱ ଟଙ୍କା କ୍ଷତି ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡିଛି।
ନିଆଁ ଲାଗି ୧୩ ଘର ଭସ୍ମୀଭୂତ, ୫୦ଲକ୍ଷରୁ ଊର୍ଧ୍ୱ ଟଙ୍କାର କ୍ଷତି
/sambad/media/post_attachments/wp-content/uploads/2018/01/fire-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)