୧୩ ବିଚାରବିଭାଗୀୟ ଅଧିକାରୀଙ୍କୁ ପଦୋନ୍ନତି

କଟକ : ସିନିୟର ସିଭିଲ ଜଜ୍ କ୍ୟାଡରକୁ ୧୩ ଜଣ ବିଚାରବିଭାଗୀୟ ଅଧିକାରୀଙ୍କ ପଦୋନ୍ନତି ହୋଇଛି। ପଦୋନ୍ନତି ପାଇଥିବା ବିଚାରବିଭାଗୀୟ ଅଧିକାରୀ ହେଉଛନ୍ତି ସଦ୍ୟସ୍ନାତା ପତି, କୁମୁଦିନୀ ମୁଦୁଲି, ସୁମିତା ଆଚାର୍ଯ୍ୟ, ସୁଶ୍ରୀ ସଙ୍ଗୀତା ମଲ୍ଲିକ, ସୁଶ୍ରୀ ସଙ୍ଗୀତା ପାତ୍ର, ଦେବାଶିଷ ଦାଶ, ଚିନ୍ମୟୀ ପଣ୍ଡା, ଜ୍ୟୋତି ରଞ୍ଜନ ଦାଶ, ଶତରୂପା ଶତପଥୀ, ସୌମ୍ୟରୂପ ସାହୁ, ପ୍ରଦ୍ୟୋମୟୀ ସୁଜାତା, ସୋମାଲୀନା ମିଶ୍ର ଓ ଶୋଭନ କାନୁନଗୋ। ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର