କୋରାପୁଟ: କୋରାପୁଟରେ ଆଜି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟାରେ ମାତ୍ର ୭ମିନିଟରେ ୧୫,୦୦୦ ଥର ବଜ୍ରପାତ ହୋଇଛି। ବଜ୍ରପାତ ସମୟରେ କୋରାପୁଟ ଆକାଶରେ ଆଲୋକ ଦେଖାଯାଉଥିଲା। ବଜ୍ରପାତ କାରଣରୁ ଲୋକେ ଭୟଭୀତ ହୋଇଛନ୍ତି।
ସୂଚନାଯୋଗ୍ୟ, ଗତ ବର୍ଷ ମଧ୍ୟ କୋରାପୁଟରେ ଅନେକ ସମୟରେ ଆଜିର ଭଳି ବଜ୍ରପାତ ହୋଇଥିଲା। ଏହାକୁ ନେଇ ଲୋକେ ଚିନ୍ତିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/4e9d6f8d-139c-4793-a6f9-0c01bbee5ade.jpeg)