ଭୁବନେଶ୍ୱର: ତାଲାବନ୍ଦ ବେଳେ ନିୟମ ଉଲଂଘନ କରିବା ଅଭିଯୋଗରେ ପୁଲିସ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ଏନେଇ ପୁଲିସ ରାଜ୍ୟବ୍ୟାପୀ ୧୬୩ଟି ମାମଲା ରୁଜୁ କରିଛି ।

Advertisment

ଗୁଜବ ସୃଷ୍ଟି କରିବା ଅଭିଯୋଗରେ ୪ଟି ମାମଲା ରୁଜୁ ହୋଇଛି । ପୁଲିସ ଡିଜିଙ୍କ କାର୍ଯ୍ୟାଳୟ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଅନ୍ୟ ମାମଲାରେ ୩ଟି ମାମଲା ରୁଜୁ ହୋଇଛି ।