ଜୟପୁର: ରାୟଗଡ଼ାରୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରକୁ ବିଏସଏଫ ଯବାନଙ୍କୁ ନେଇ ଆସୁଥିବାଏକ ବିଏସଏଫ ଭ୍ୟାନ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିବା ଫଳରେ ୧୭ ଜଣ ବିଏସଏଫ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
/sambad/media/post_attachments/wp-content/uploads/2017/12/jaypur-300x202.jpg)
ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ାରୁ ପ୍ରାୟ ୩୦ ଜଣ ଯବାନଙ୍କୁ ନେଇ ଏକ ପୁଲିସ ଭ୍ୟାନ୍ କୋରାପୁଟ୍ ଜିଲ୍ଲା ଲକ୍ଷ୍ମୀପୁର ଅଭିମୁଖେ ଆସୁଥିବା ବେଳେ ଲକ୍ଷ୍ମୀପୁର ସିରପାଇ ଝୋଲା ଠାରେ ଘାଟି ତଳକୁ ଭାରସାମ୍ୟ ହରାଇ ଖସିପଡ଼ିଥିଲା। ଏକ୍ ବୁଲାଣି ନିକଟରେ ଭ୍ୟାନର ଡ୍ରାଇଭର ଗାଡ଼ିକୁ ନିୟନ୍ତ୍ରଣ କରି ନ ପାରିବାରୁ ଭ୍ୟାନ୍ଟି ଓଲଟି ପଡ଼ିଥିଲା। ଫଳରେଏହି ଭ୍ୟାନରେ ଥିବା ଯବାନମାନଙ୍କ ମଧ୍ୟରୁ ୧୭ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/jaypur-1.jpg)