ଭୁବନେଶ୍ୱର: ସୋମବାର ସକାଳେ ଆରମ୍ଭ ହୋଇଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୧୭% ମତଦାନ ହୋଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

Advertisment

publive-image

ସକାଳ ୯ଟା ସୁଦ୍ଧା ୯% ମତଦାନ ହୋଇଥିବାର ସୂଚନା ମିଳିଥିଲା।

ବିଭିନ୍ନ ବୁଥ୍‌ରେ ଇଭିଏମ୍‌ କାମ କରୁ ନ ଥିବାରୁ ମତଦାନରେ ବିଳମ୍ବ ହେଉଥିବାର ଅଭିଯୋଗ ହେଉଛି।