ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରେ ୦ରୁ ୧୮ ବର୍ଷ ମଧ୍ୟରେ ୩୦ ଜଣ ଥିବାବେଳେ ସଙ୍ଗରୋଧରୁ ୧୦୮ ଜଣ ଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୭୫ ଜଣ ଚିହ୍ନଟ ହୋଇଛନ୍ତି |
ସମୁଦାୟ ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୯୯ଜଣ, କଟକରୁ ୧୩ଜଣ, ଦେବଗଡରୁ ୮ଜଣ, ଷ୍ଟେଟ ପୁଲରୁ ୨୩ଜଣ, ଜଗତସିଂହପୁରରୁ ୫ଜଣ, ସୁନ୍ଦରଗଡ଼ରୁ ୬ଜଣ, ସମ୍ବଲପୁରରୁ ୭ଜଣ, ନୟାଗଡ଼ରୁ ୪ଜଣ ଚିହ୍ନଟ ହୋଇଛନ୍ତି |
Covid-19 Report For 21st December
New Positive Cases: 183
Of which 0-18 years: 30
In quarantine: 108
Local contacts: 75(Details of local contacts will be shared by concerned District)
1. Angul: 3
2. Balasore: 2
3. Bargarh: 1
4. Cuttack: 13
5. Deogarh: 8
6. Ganjam: 1— I & PR Department, Odisha (@IPR_Odisha) December 22, 2021
ସେହିପରି ଏହି ପଜିଟିଭଙ୍କ ସଂଖ୍ୟାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୩ ହଜାର ୩୪୯ରେ ପହଞ୍ଚିଥିବାବେଳେ ୧୦ ଲକ୍ଷ ୪୩ ହଜାର ୪୫ ଜଣ ସୁସ୍ଥ ହୋଇଛନ୍ତି |