ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜି ସକାଳ ୮ଟାର ଠାରୁ ମତଗଣନା ଜାରି ରହିଛି। ଏହାରି ମଧ୍ୟରେ ୧୮ଟି ରାଉଣ୍ଡର ଭୋଟ ଗଣତି ଶେଷ ହୋଇସାରିଛି। ଏହି ରାଉଣ୍ଡରେ ବିଜେଡିକୁ ୩୪୮୪, ବିଜେପିକୁ ୨୦୬୧ ଓ କଂଗ୍ରେସକୁ ୧୮୧ ଖଣ୍ଡ ଭୋଟ୍ ମିଳିଛି। ତେବେ ୧୮ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୨୦,୭୫୧ଭୋଟରେ ଆଗୁଆ ଅଛନ୍ତି।
ବିଜେପିକୁ ୧୮ ରାଉଣ୍ଡ ଶେଷ ସୁଦ୍ଧା ମୋଟ୍ ୫୦,୬୫୮ ଖଣ୍ଡ ଓ କଂଗ୍ରେସକୁ ୩୪୭୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସକୁ ୭୧,୪୦୯ ଖଣ୍ଡ ଭୋଟ୍ ମିଳିଛି। : ୧୮ ରାଉଣ୍ଡ ଗଣତି ଶେଷ, ବିଜେଡି ପ୍ରାର୍ଥୀ ୨୦,୭୫୧ ଭୋଟରେ ଆଗୁଆ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/pipili-ele-750x430-1.jpg)