ରେଢ଼ାଖୋଲ: ରେଢ଼ାଖୋଲ ଏନ୍ଏସି ଅର୍ନ୍ତଗତ ଶୁଣ୍ଢିମୁଣ୍ତା ସ୍ଥିତ ଶନି ମନ୍ଦିରରୁ ଚୋରି ଘଟଣାରେ ପୁଲିସ ସାଲେସିଂ ପଡ଼ାର ବାବୁଲା ନାଏକ (୩୬) ଓ ରାଜେଶ ମିରି (୩୩)ଙ୍କୁ ଗିରଫ କରିଛି। ଉଭୟଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି।
ସୂଚନା ଥାଉ କି, ଗତ କିଛିଦିନ ତଳେ ଶୁଣ୍ଢିମୁଣ୍ଡା ଶନି ମନ୍ଦିରରୁ ଚୋରି ହୋଇଥିବା ପୂଜକ ଶେଷଦେବ ପୁରୋହିତ ଥାନାରେ ଅଭିଯୋଗ କରିଥିଲେ। ଚୋରମାନେ ମନ୍ଦିରର ଘଣ୍ଟ, ଥାଳି ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ଚୋରି କରି ନେଇଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/arrest.jpeg)