ଟ୍ରଲର ପଛରେ ମିନିଟ୍ରକ୍‌ ପିଟିଲା: ୨ ଯୁବକ ମୃତ

ପାଣିକୋଇଲି : ଭଣ୍ଡାରିପୋଖରୀ ବ୍ଳକ୍‌ ଅନ୍ତର୍ଗତ ଆଖୁଆପଦା ନିକଟସ୍ଥ କୁରାଢ଼ିଆପଦା ନିକଟ ୧୬ ନଂ. ଜାତୀୟ ରାଜପଥରେ ଏକ ଟ୍ରଲର ପଛରେ ମିନିଟ୍ରକ୍‌ ଧକ୍କା ଦେବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଦ୍ୱୟ ହେଲେ ମାଳହାଟର ଶିଖର ଦଳେଇଙ୍କ ପୁଅ ଧନୀ (୨୫) ଓ ଛତ୍ରପଡ଼ା ଗାଁର ରାମ ନାୟକଙ୍କ ପୁଅ ତପୁ (୨୬)।

ସମ୍ବନ୍ଧିତ ଖବର