କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଶୁଆକାଟିଠାରେ ଏକ ଲୁହାପଥର ବୋଝେଇ ଟ୍ରକ ( ଓଆର୦୯ଏମ୬୬୧୭ ) ରାସ୍ତା କଡ଼ରେ ଥିବା ଏକ ଦୋକାନ ଉପରକୁ ମାଡି ଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରେ ଉକ୍ତ ଦୋକାନର ମାଲିକ ଦୋଳଗୋବିନ୍ଦ ସାହୁ ଥିବା ଜଣାପଡ଼ିଛି । ସେହିପରି ଟ୍ରକର ହେଲପର ମଧ୍ୟ ମୃତ୍ୟୁବରଣ କରିଥିବା ଜଣାଯାଇଛି ।
କେନ୍ଦୁଝର : ଦୋକାନ ଭିତରକୁ ମାଡ଼ିଗଲା ଲୁହାପଥର ବୋଝେଇ ଟ୍ରକ, ୨ ମୃତ
/sambad/media/post_attachments/wp-content/uploads/2020/11/Truck-Accident_Two-Dies_Thumbnail.jpg)