କେନ୍ଦୁଝର : ଦୋକାନ ଭିତରକୁ ମାଡ଼ିଗଲା ଲୁହାପଥର ବୋଝେଇ ଟ୍ରକ, ୨ ମୃତ

କେନ୍ଦୁଝର :  କେନ୍ଦୁଝର ଜିଲ୍ଲାର ଶୁଆକାଟିଠାରେ ଏକ ଲୁହାପଥର ବୋଝେଇ ଟ୍ରକ ( ଓଆର୦୯ଏମ୬୬୧୭ ) ରାସ୍ତା କଡ଼ରେ ଥିବା ଏକ ଦୋକାନ ଉପରକୁ ମାଡି ଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରେ ଉକ୍ତ ଦୋକାନର ମାଲିକ ଦୋଳଗୋବିନ୍ଦ ସାହୁ ଥିବା ଜଣାପଡ଼ିଛି ।  ସେହିପରି ଟ୍ରକର ହେଲପର ମଧ୍ୟ ମୃତ୍ୟୁବରଣ କରିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର

Comments are closed.