ପୂର୍ବାହ୍ନ ୧୧ଟା ସୁଦ୍ଧା ଓଡ଼ିଶାରେ ୨୨.୯୭ ପ୍ରତିଶତ ମତଦାନ

ଭୁବନେଶ୍ବର: ଶେଷ ପର୍ଯ୍ୟାୟରେ ଶନିବାର ରାଜ୍ୟର ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ମିଳିଥିବା ସୂଚନା ମୁତାବକ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ମତଦାନ ହୋଇଛି ।

ବାଲେଶ୍ୱରରେ ୨୭.୮୪%, ଭଦ୍ରକରେ ୧୯.୪୬%, ଜଗତସିଂପୁରରେ ୨୧.୭୬% ଭୋଟ ଦାନ ହୋଇଛି । ସେହିପରି ଯାଜପୁରରେ ୧୯.୨୪%, କେନ୍ଦ୍ରାପଡାରେ ୨୨.୩୯%, ମୟୂରଭଞ୍ଜରେ ୨୨.୪୬% ମତଦାନ ହୋଇଛି ।

ସମ୍ବନ୍ଧିତ ଖବର