ଭୁବନେଶ୍ୱର: ୨୦୧୩/୧୪ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟରେ ବର୍ଷା ଜଳ ଉପରେ ନିର୍ଭରଶୀଳ ଚାଷ ଜମି ପରିମାଣ ୨୮,୨୭,୦୫୮ ହେକ୍ଟର ଥିଲା। ଗତ ୧୦ବର୍ଷ ଭିତରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ, ନିର୍ଦ୍ଦେଶାଳୟ ପକ୍ଷରୁ ଜଳଛାୟା ଯୋଜନା, ଜଳ ଅମଳ ପ୍ରକଳ୍ପ, ଚେକ୍ ଡ୍ୟାମ୍, କ୍ଷେତ ପୋଖରୀ, କୂଅ ଓ କ୍ଷୁଦ୍ର ଜଳ ସେଚନ ପ୍ରଣାଳୀରେ ୯୮,୪୭୮ ହେକ୍ଟର ଜମିକୁ ସାମିଲ କରାଯାଇଥିବା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp