୨୯ ଦାଦନ ଶ୍ରମିକ ଉଦ୍ଧାର, ଦଲାଲ ଫେରାର

ଭୁବନେଶ୍ୱର : ନୂଆପଡ଼ା ଜିଲ୍ଲା ବୋଡେନ ଅଂଚଳର ମାକରବିର୍ଲି ଜଙ୍ଗଲରୁ ୨୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୁଲିସ । ତେବେ ସେମାନଙ୍କୁ ଆନ୍ଧ୍ର ନେଇଯାଉଥିବା ଦଲାଲ ଫେରାର ହୋଇଯାଇଛି । ସମସ୍ତେ ସୋନପୁର ଅଂଚଳର ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର