୨୯୧ ଆଡହକ୍‌ ଡାକ୍ତରଙ୍କ ଦରମା ବଢ଼ିଲା

ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଆଡହକ୍‌ ଡାକ୍ତରଙ୍କ ଦରମା ବୃଦ୍ଧି ହୋଇଛି। ଓଆରଏସ୍‌ପି ଆଇନ-୨୦୧୭ ଅନୁଯାୟୀ, ଏହି ବର୍ଦ୍ଧିତ ଦରମା ୨୦୧୬ ମସିହା ଜାନୁଆରି ପହିଲାରୁ ଲାଗୁ ହେବ। ଫଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ନିଯୁକ୍ତ ହୋଇଥିବା ୨୯୧ଜଣ ଆଡହକ୍‌ ଡାକ୍ତର ଉପକୃତ ହେବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର