କେନ୍ଦୁଝର: ପୋଖରୀରେ ବୁଡ଼ି ୩ ଶିଶୁ ମୃତ। କେନ୍ଦୁଝର ଜିଲ୍ଲାର ଅତୁରିକଣା ଦାହି ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏକ ଏନଜିଓ ଶିକ୍ଷା କେନ୍ଦ୍ରକୁ ଯାଇଥିଲେ ୩ ଶିଶୁ। ସେଠାରେ ଖେଳୁଥିବା ବେଳେ ନିକଟସ୍ଥ ପୋଖରୀରେ ବୁଡ଼ିଯାଇ ୩ ଶିଶୁଙ୍କର ମୃତ୍ୟୁ ହୋଇଛି।
ପୋଖରୀରେ ବୁଡ଼ି ୩ ଶିଶୁ ମୃତ
/sambad/media/post_attachments/wp-content/uploads/2023/09/drown-hans-india-2.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)