ବରଗଡ଼:  ଆସନ୍ତା ୨୭ ତାରିଖରୁ କେରଳର କଳିକଟ୍‌ଠାରେ ଖୋଲୋ ଇଣ୍ଡିଆ ଉଷୁ ମହିଳା ଜୋନାଲ୍‌ ଲିଗ୍‌ ଅନୁ‌ଷ୍ଠିତ ହେବ।

Advertisment

ଏଥିରେ ବରଗଡ଼ ଉଷୁ ଆସୋସିଏସନ୍‌ର ମନିଷା ଗୁପ୍ତା, ରାଣୀ ପଟେଲ ଓ ମାମୁନି ସେଠ୍‌ ପ୍ରତିନିଧିତ୍ବ କରିବେ। ଆସୋସିଏସନ୍‌ର ସଭାପତି ମହେନ୍ଦ୍ର ଦାଶ, କୋଚ୍‌ ରାଜେଶ ପାଶୱାନ୍‌ଙ୍କ ନେତୃତ୍ବରେ ପ୍ରତିଯୋଗୀମାନେ କେରଳ ଯାତ୍ରା କରିଛନ୍ତି।