ଯାଜପୁର : ଯାଜପୁର ଜିଲ୍ଲାରେ ଫନି ବାତ୍ୟାରେ ୩ଜଣ ମୃତ୍ୟୁମୁଖରେ ପଡ଼ିଛନ୍ତି। ମୃତକମାନେ ହେଲେ କେସି ଘଡେଇ (ବିଂଝାରପୁର. ସିଂହପୁର), ବାବାଜୀ ଖଟୁଆ(ମକୁନ୍ଦୁପୁର.କୋରେଈ) ଓ କଳ୍ପତରୁ ପାରମାଣିକ (ସୁଜନପୁର.ଯାଜପୁର)। ବାତ୍ୟା ସମୟରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ ବେଳେ ଏମାନଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ମଧ୍ୟ ରହିଛି।
ଯାଜପୁର : ଫନି ନେଲା ୩ ଜୀବନ
/sambad/media/post_attachments/wp-content/uploads/2019/05/google-ai-predict-death-artificial-intelligence.jpg)