ପୁରୀ: ପୁରୀ ମଙ୍ଗଳାଘାଟ ଷ୍ଟଲିଂ ଛକ ବାଇପାସ୍ ରାସ୍ତାର ଓମ୍କାରେଶ୍ବର ମନ୍ଦିର ସମ୍ମୁଖରେ ଏକ ବସ୍ ଧକ୍କାରେ ତିନି ଜଣଙ୍କର ମୃତ୍ୟୁ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ପୁରୀରେ ଆଜି ଏକ ଟୁରିଷ୍ଟ ବସରେ ଗଞ୍ଜାମ ଛତ୍ରପୁରର ସତ୍ୟ ନିରଞ୍ଜନ ଦାଶ((୫୫) ଓ ତାଙ୍କ ପତ୍ନୀ ଗାୟତ୍ରୀ ଦାଶ(୫୦)ଙ୍କ ସହ ପୁରୀ ମଙ୍ଗଳାଘାଟର ରାକେଶ ନନ୍ଦ(୨୦)ଙ୍କୁ ଧକ୍କା ଦେଇଥିଲା | ଆଉ ଘଟଣାସ୍ଥଳରେ ହିଁ ଏମାନଙ୍କ ମୃତ୍ୟୁ ହୋଇଛି |
/sambad/media/post_attachments/wp-content/uploads/2023/06/3e7f4e8a-fdaf-4c03-9ac2-7233d746d037-e1685973454848-300x210.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/b11e686c-dc61-4220-8efe-9d17109ea92d.jpg)