ବରଗଡ଼: କିଟିମିଟି ଅନ୍ଧାରରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ତିନି ଘଣ୍ଟାରୁ ଅଧିକ ସମୟ ଧରି ହସ୍ପିଟାଲ ପରିସର ଅନ୍ଧକାର ରହିଛି। ଜେନେରେଟର ନଥିବାରୁ ବିଜୁଳି କଟିବା ପରେ ପୂରା ଅନ୍ଧକାର ରହିଛି ହସ୍ପିଟାଲ। ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। କେବଳ ଡାକ୍ତରଙ୍କ କ୍ୟାବିନକୁ ଛାଡିଦେଲେ ବାକି ସବୁ ସ୍ଥାନରେ କାଳ ଅନ୍ଧାର ରାଜୁତି କରୁଛି। ଦୀର୍ଘ ସମୟ ଧରି ବିଜୁଳି ଆସିନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ।
ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ତିନି ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ୍ ଗାୟବ
/sambad/media/post_attachments/wp-content/uploads/2024/08/Capture-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)