ହରିଚନ୍ଦନପୁର: ଲଘୁଚାପ ଜନିତ ଲଗାଣ ବର୍ଷାରେ ହରିଚନ୍ଦନପୁର ବ୍ଲକ୍ ସୁନାପେଣ୍ଠ ଗ୍ରାମରେ ୩ଟି ଘର ଗତକାଲି ରାତିରେ ଭାଙ୍ଗିଯାଇଛି। ସୁନାପେଣ୍ଠ ଗ୍ରାମର ଶାନ୍ତିଲତା ସେଠୀ, ମହୁଲଗୋଡ଼ା ସାହିର ଶ୍ୟାମସୁନ୍ଦର ସାହୁ ଓ ଜେମାମଣି ମହାରଣାଙ୍କ ଦୁଇ ବଖରା ଲେଖାଏଁ ଘର ଭାଙ୍ଗିଯାଇଛି।
କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/26-13.jpg)