ବଜ୍ରପାତରେ ୩ ଗୁରୁତର     

ବାମରା: ବାମରା ବ୍ଲକ୍‌ ବାବୁନିକ୍ତିମାଲ ପଞ୍ଚାୟତ ରେଙ୍ଗାଲଖଣ୍ଡି ଗ୍ରାମରେ ବୁଧବାର ଘଡ଼ଘଡ଼ି ସହିତ ବଜ୍ରପାତ ହୋଇଥିଲା।

ଏଥିରେ ଶଙ୍କର ମୁଣ୍ଡା, ଋତୁ ମୁଣ୍ଡା ଓ ପଦ୍ମିନୀ ମୁଣ୍ଡା ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ସେହିପରି ଏକ ଗଛ ତଳେ ଥିବା ଗୋଟିଏ ବଳଦର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର