ଆନନ୍ଦପୁର: ଆନନ୍ଦପୁରର ଷଡଙ୍ଗୀ ଛକ ନିକଟରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଶଶୁର, ଶାଶୂ ଓ ଜ୍ବାଇଁଙ୍କ ମୃତ୍ୟୁ ଘଟିଛି। ମୃତକ ଘସିପୁରା ଥାନା ଗୋହିରା ପଞ୍ଚାୟତ କଲାବିଲା ଗ୍ରାମର ସହଦେଵ ବେହେରା, ପତ୍ନୀ ଚାନ୍ଦିନୀ ବେହେରା ଓ ଜ୍ୱାଇଁ ଅଭିରାମ ବେହେରା ବୋଲି ଜଣାଯାଇଛି।
ଆନନ୍ଦପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶଶୁର, ଶାଶୂ ଓ ଜ୍ବାଇଁଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2023/08/accident.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)