କୋରାପୁଟ: ମାଟି ଖୋଳୁଥୁବା ବେଳେ ମାଟି ଧସି ୩ ଜଣ ମହିଳା ଶ୍ରମିକ ପୋତି ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରି କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। କୋଲାବ ମଙ୍ଗଳା ମନ୍ଦିର ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପୋତି ହୋଇଥିବା ୨ ଜଣଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି।
ମାଟି ତଳେ ପୋତି ହୋଇଗଲେ ୩ ମହିଳା ଶ୍ରମିକ, ଜଣେ ଉଦ୍ଧାର
/sambad/media/post_attachments/wp-content/uploads/2024/06/AFFfdh9Wg-lZ_XoU.jpg)