ରାଜଧାନୀରୁ ୩୦ ବୋମା ଜବତ, ୫ ଗିରଫ

ଭୁବନେଶ୍ୱର: କମିସନରେଟ ପୁଲିସ ଗୁରୁବାର ଅପରାହ୍ନରେ ୩୦ଟି ବୋମା ଜବତ କରିଛି। ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ସୂଚନା ପାଇଁ ଦୁବୃର୍ତ୍ତଙ୍କ ଆଡ୍ଡା କୁହାଯାଉଥିବା ମୃଦୁପାନୀୟ ଗୋଦାମ ପରିସରରୁ ସ୍ପେଶାଲ ସ୍କାଡ ଦ୍ୱାରା ଚଢ଼ାଉ କରାଯାଇଥିଲା। ଦୁବୃର୍ତ୍ତମାନଙ୍କର ଝାରପଡ଼ା ଅଞ୍ଚଳରେ ବୋମାମାଡ ଘଟଣା ସହିତ ସଂପୃକ୍ତି ରହିଛି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର