ଆଜି ରାଜ୍ୟରେ ୩୪୬୪ କରୋନା ସଂକ୍ରମିତ ସୁସ୍ଥ, ଖୋର୍ଦ୍ଧାରୁ ସର୍ବାଧିକ ୫୪୧ 

ଭୁବନେଶ୍ବର: ଆଜି ରାଜ୍ୟରେ ୩୪୬୪ କରୋନା ସଂକ୍ରମିତ ସୁସ୍ଥ ହୋଇଥିବାର ଖବର ମିଳିଛି। ଏଥିମଧ୍ୟରୁ ଖୋର୍ଦ୍ଧାରୁ ୫୪୧, ସୁନ୍ଦରଗଡ଼ରୁ ୫୨୬, ନୂଆପଡ଼ାରୁ ୩୪୦,  ଝାରସୁଗୁଡ଼ାରୁ ୨୩୮, କେନ୍ଦୁଝରରୁ ୧୯୯, ସମ୍ବଲପୁରରୁ ୧୫୩, କଟକରୁ ୧୫୨, ବରଗଡ଼ରୁ ୧୪୦, ପୁରୀରୁ ୧୨୮, ନବରଙ୍ଗପୁରରୁ ୯୭ ଓ ବଲାଙ୍ଗୀରରୁ ୮୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି।

 

ସମ୍ବନ୍ଧିତ ଖବର