ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଅ୍ରପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୩୫.୬୯ ପ୍ରତିଶତ ମତଦାନ ହୋଇଛି । ଦେବଗଡରେ ସର୍ବାଧିକ ୪୧ ପ୍ରତିଶତ ମତଦାନ ହୋଇଛି।
ସେହିପରି ଅନୁଗୁଳରେ ୩୬.୩୬ ପ୍ରତିଶତ ମତଦାନ ହୋଇଥିବାବେଳେ କଟକରେ ୩୩.୩୩ ପ୍ରତିଶତ ମତଦାନ ହୋଇଛି । ନୟାଗଡରେ ୩୭.୬୯ ପ୍ରତିଶତ, ପୁରୀରେ ୩୭.୯୬ ପ୍ରତିଶତ, ସମ୍ବଲପୁର-୩୮.୨୮ ପ୍ରତିଶତ ଢେଙ୍କାନାଳରେ ୩୫.୬୯ ପ୍ରତିଶତ ମତଦାନ ହୋଇଛି ।
କେନ୍ଦୁଝରରେ ୩୫.୫୯ ପ୍ରତିଶତ, ଖୋର୍ଦ୍ଧାରେ ୩୩.୫୫ ପ୍ରତିଶତ, ମୟୂରଭଞ୍ଜରେ ୩୫.୯୧ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ପକ୍ଷରୁ ସୂଚନା ଦିଆଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/25.png)