ସମ୍ବଲପୁର: ଟାଉନ୍ ଥାନା ଫାଟକ ରେଳ ଷ୍ଟେସନ୍ ନିକଟରେ ଚାଲିଥିଲା ଡକାୟତି ଯୋଜନା। ଏ ନେଇ ସୂଚନା ପାଇବା ପରେ ପୁଲିସ ଉକ୍ତ ଅଞ୍ଚଳରେ ଚଢ଼ଉ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଧୁଚୁରାପଡ଼ାର ଭୀମ ବାଗ(୩୦), ଭତରାର ସନ୍ତୋଷ ନାଗ(୩୬), କୁମ୍ଭାରପଡ଼ାର ଏସ୍କେ କଲିମ୍(୨୭) ଓ ସାହୁ କଲୋନିର ରବି ଦାସ(୨୨)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/arrest.jpg)